ଏ ମା ! ମୋ ଭିଡିଓ କରିଦେଲ ! କ୍ଲାସରୁମର ପାଠମଝିରେ ଆସିଲା ନିଦ ମାଉସୀ ..ଓ ଘୁମେଇ ପଡିଗଲା କୁନି ଝିଅଟି ..ଆଉ ତାପରେ ତାର ଲକ୍ଷେ ଟଙ୍କିଆ ହସ ଭିଡିଓ—

0 102

ଏ ଦୁନିଆଁ ରେ ସବୁଠାରୁ ସୁନ୍ଦର ଭାବରେ ଭଗବାନ ସବୁ ପ୍ରାଣୀ ଙ୍କୁ ନିଜ ନିଜ ଢଙ୍ଗରେ ସୃଷ୍ଟି କରିଛନ୍ତି ।କିନ୍ତୁ ଗୋଟିଏ ଛୋଟ ପିଲାର ର ଚେହେରା ହୋଇଥାଏ। ଛୋଟ ପିଲା ଟିକୁ ଏ ନିୟତି ଏତେ ସୁନ୍ଦର ଭାବରେ ଗଢ଼ିଛି ଯେ ଯାହାକୁ ଦେଖିଲେ ମଣିଷ ତା ଜୀଵନ ର ସବୁ ଦୁଃଖ କୁ ଭୁଲିଯାଇ ଥାଏ ଏବଂ ତାର ମୁହଁରେ ହସ ଆସିଯାଏ।

କେବଳ ତାଙ୍କର ଚେହେରା ନୁହେଁ ବରଂ ତାଙ୍କ ଛୋଟ ଛୋଟ କାର୍ଯ୍ୟ , ଦୁଷ୍ଟାମୀ ଓ ବଦମାଶୀ ବହୁତ ଆକର୍ଷଣିୟ ତଥା ମନରୋମା ହୋଇଥାଏ।ତାଙ୍କ ଓଠ ରେ କିଛି ବି କଥା ବହୁତ ଖୁସି ଦେଇଥାଏ ଆମକୁ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ କୁନି ଝିଅ ର ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ଆନନ୍ଦିତ ହୋଇଯିବେ ।ଆପଣ ଙ୍କର ମନ ପ୍ରଫୁଲ୍ଲ ହୋଇ ଉଠିବ ଆଉ ଖୁସିରେ ଆପଣ ଙ୍କର ହୃଦୟ ଭରି ଯିବ। ତେବେ ଭାଇରଲ ଭିଡ଼ିଓ ଟିରେ ଦେଖାଯାଇଛି କି ଜଣେ କୁନି ଝିଅ ର ବିଦ୍ୟାଳୟ ର ଢୋଳେଇବା ର ଆନ୍ଦାଜ ଆଉ ତା ପର ର ପ୍ରତିକ୍ରିୟା ଦେଖିଲେ ମନ ଆନନ୍ଦ ମୟ ଅଟେ ।ତେବେ ଏହି ଭିଡ଼ିଓ ଟି ପ୍ରାୟ ସମସ୍ତ ଙ୍କର ମନ ଛୁଆଁ ହୋଇପାରିଛି ,ଆପଣ ମଧ୍ୟ ଏହି ନିଶ୍ଚିତ ଭାବରେ ଏହି ଭିଡ଼ିଓ ଟିକୁ ଥରେ ଦେଖନ୍ତୁ।

ତେବେ ଭିଡ଼ିଓ ଟିରେ ଦେଖା ଯାଇଛି ଯେ ଏକ କୁନି ଝିଅ ଟି ବୟସ ୩ ରୁ ୪ ବର୍ଷ ହେବ ତେବେ ସେ ପାଠ ପଢିବା କୁ ଅଙ୍ଗନବାଡ଼ି ଯାଇଛନ୍ତି। କିନ୍ତୁ ପାଠ ପଢିବା ଭିତରେ ତାଙ୍କୁ ନିଦ ମାଡି ଆସିଛି ଆଉ ସେ ନିଦ କୁ ନ ସମ୍ଭାଳି ପାରି ସେହି କ୍ଲାସ ଭିତ ରେ ଢୋଳେଇ ବାକୁ ଲାଗି ଗଲେ। ତେବେ ଢୋଳେଇ ଢୋଳେଇ ସେ ତଳେ ଗଳି ପଡିଲେ ଆଉ ତଳେ ପଡି ଉଠିବା ପରେ ସେ ଦେଖିଲେ କି କେହି ଜଣେ ତାଙ୍କର ଭିଡ଼ିଓ ବନାଉଛନ୍ତି ତେଣୁ ସେ ଲାଜେଇ କି ହସିବାକୁ ଲାଗିଲେ। କୁନି ଓଠ ରେ ତାର ହସ ପୁରା ଚେହେରା କୁ ପ୍ରସ୍ଫୁଟିତ କରିଦେଉଥାଏ ଆଃ କି ଆନନ୍ଦ।


ତେବେ ଏହି କୁନି ଝିଅ ଟିର ଭିଡ଼ିଓ ଟି କୁ କେହି ଜଣେ ବ୍ୟକ୍ତି ତାଙ୍କର ଭିଡ଼ିଓ ବନାଇ ଥିଲେ ଏବଂ ଏହାକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ।ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକ ମାନେ ଏହାକୁ ଦେଖିବା ପରେ ବହୁତ ଖୁସି ହେଉଛନ୍ତି। ତେବେ ଭିଡ଼ିଓ ଟି ଖୁବ ଚର୍ଚ୍ଚା ରେ ରହିଛି ଏବଂ ମୋବାଇଲ ରୁ ମୋବାଇଲ କୁ ଘୁରୁ ବୁଲୁଛି। ତେବେ ଆପଣ ମଧ୍ୟ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଭାବରେ ଦେଖନ୍ତୁ ଆପଣ ଙ୍କୁ ମଧ୍ୟ ବହୁତ ଖୁସି ଲାଗିବ। ତେବେ ଏହି କୁନି ଝିଅ ଟିର ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।